‘ମୋ ବାପାଙ୍କ ନାଁ ଧରନି’ || Jharsuguda By-Election News || Odisha Reporter
Advertisment
ଝାରସୁଗୁଡ଼ାରେ ଡବଲ ତାତି। ଗ୍ରୀଷ୍ମ ତାତି ସାଙ୍ଗକୁ ରାଜନୀତି ତାତିରେ ଟକଟକ ଫୁଟୁଛି ପୂରା ଅଞ୍ଚଳ। ବେଳେବେଳେ ଖରାର ତାତି ବି ରାଜନୀତି ଆଗରେ ଫିକା ପଡ଼ିଯାଉଛି। କାହିଁକି ନା ତାପମାତ୍ରା ୪୦ ଡିଗ୍ରୀ ପାର କରିଥିବା ବେଳେ ନିର୍ବାଚନ ତାତି ୩୬୦ ଡିଗ୍ରୀ ଛୁଇଁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us