‘ରାଜ୍ୟ ସରକାରଙ୍କ ପକେଟରେ ନାହିଁ ଟଙ୍କା। ଖାଲି ପକେଟ ଧରି ଦେଖାଉଛନ୍ତି ବଡ଼ ବଡ଼ ସ୍ୱପ୍ନ’। ବଜେଟ ବସ୍ତାନୀରେ ପାଠ କମ୍ ଥିବା ବିରୋଧୀଙ୍କ ଦାବି, ‘କେନ୍ଦ୍ର ଉପରେ ନିର୍ଭରଶୀଳ ରାଜ୍ୟର ଅର୍ଥକୋଷ।’