\'ବିଧାୟକଙ୍କୁ ମିଛରେ ଟଣାଯାଉଛି\' | Odisha Reporter
'ବିଧାୟକଙ୍କୁ ମିଛରେ ଟଣାଯାଉଛି'
ଧାମନଗର ବିଧାୟକଙ୍କ ଉପସ୍ଥିତିରେ କନିଷ୍ଠ ଯନ୍ତ୍ରୀଙ୍କୁ ମାଡ଼ ହୋଇନାହିଁ। କିନ୍ତୁ ଜାଣିଶୁଣି ଏଥିରେ ବିଧାୟକଙ୍କୁ ଟଣାଯାଉଛି ଏବଂ ବିଧାୟକଙ୍କ ଛବିକୁ ମଳିନ କରିବାକୁ ଉଦ୍ୟମ କରାଯାଉଛି। ଏହାର ନେଇ ତୀବ୍ର ପ୍ରତିବାଦ କରିଛି ଧାମନଗର ବିଜେପି।
\'ବିଧାୟକଙ୍କୁ ମିଛରେ ଟଣାଯାଉଛି\' | Odisha Reporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
