ଧାମନଗର ବିଧାୟକଙ୍କ ଉପସ୍ଥିତିରେ କନିଷ୍ଠ ଯନ୍ତ୍ରୀଙ୍କୁ ମାଡ଼ ହୋଇନାହିଁ। କିନ୍ତୁ ଜାଣିଶୁଣି ଏଥିରେ ବିଧାୟକଙ୍କୁ ଟଣାଯାଉଛି ଏବଂ ବିଧାୟକଙ୍କ ଛବିକୁ ମଳିନ କରିବାକୁ ଉଦ୍ୟମ କରାଯାଉଛି। ଏହାର ନେଇ ତୀବ୍ର ପ୍ରତିବାଦ କରିଛି ଧାମନଗର ବିଜେପି।