‘ମୁଁ ପ୍ରଥମ ଥର ଜାଣିଲି ... ଗଣଶିକ୍ଷା ବିଭାଗରେ ମନ୍ତ୍ରୀ ଅଛନ୍ତି ?’ | Odisha Reporter
Advertisment
ରାଜ୍ୟରୁ ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ନେଇ ରାଜ୍ୟ ସରକାର ଘୋଷଣା କରିଥିଲେ ମଧ୍ୟ ଏହା ଏ ପର୍ଯ୍ୟନ୍ତ ଶିକ୍ଷକଙ୍କ କ୍ଷେତ୍ରରେ ଲାଗୁ ହୋଇନଥିବାରୁ ଏହାକୁ ନେଇ ରାଜଧାନୀରେ ଗର୍ଜିଛନ୍ତି ଶିକ୍ଷକ ସଂଘ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us