Advertisment

‘ପରିବା, ମାଛ, ପେଟ୍ରୋଲ ଶେଷ ହୋଇଗଲାଣି’

ଡ୍ରାଇଭର ମହାସଂଘର ଆନ୍ଦୋଳନ ଯୋଗୁଁ ବଜାରରେ ବିଭିନ୍ନ ସାମଗ୍ରୀର ଅଭାବ ପରିଲିକ୍ଷିତ ହେଲାଣି। ମାର୍କେଟରୁ ପରିବା, ମାଛ ଏବଂ ପେଟ୍ରେଲ ଭଳି ସାମଗ୍ରୀ ଧୀରେ ଧୀରେ ଶେଷ ହେବାକୁ ବସିଲାଣି ବୋଲି କହିଛନ୍ତି ଓଡ଼ିଶା ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା।

author-image
Manoj Swain

ଦ୍ବିତୀୟ ଦିନରେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ପାଇଁ ସବୁଠି ପ୍ରଭାବ ପଡିଛି। ଡ୍ରାଇଭର ମହାସଂଘର ଆନ୍ଦୋଳନ ଯୋଗୁଁ ବଜାରରେ ବିଭିନ୍ନ ସାମଗ୍ରୀର ଅଭାବ ପରିଲିକ୍ଷିତ ହେଲାଣି। ମାର୍କେଟରୁ ପରିବା, ମାଛ ଏବଂ ପେଟ୍ରେଲ ଭଳି ସାମଗ୍ରୀ ଧୀରେ ଧୀରେ ଶେଷ ହେବାକୁ ବସିଲାଣି ବୋଲି କହିଛନ୍ତି ଓଡ଼ିଶା ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା।

Advertisment
Odisha Drivers Strike