ମୋତେ ଦିଅ ମୋ ସ୍ୱାମୀର ଶବ !| Odisha Reporter
ଗୋଟିଏ ହାତରେ ବର୍ଦ୍ଦି, ଅନ୍ୟ ହାତରେ ଆଧାର କାର୍ଡ। ଯବାନ ସ୍ୱାମୀଙ୍କ ଏହି ସନ୍ତକ ଧରି ବୁଲୁଛନ୍ତି ପତ୍ନୀ। ଘରୁ ଦୁର୍ଘଟଣାସ୍ଥଳ, ସ୍କୁଲରୁ ହସ୍ପିଟାଲ ବୁଲୁଛନ୍ତି, ହେଲେ ସ୍ୱାମୀଙ୍କ ପତ୍ତା ମିଳୁ ନାହିଁ। ଶେଷରେ ରାଜଧାନୀ ଭୁବନେଶ୍ୱର ବାହାରିଛନ୍ତି। କାହିଁକି ନା ପ୍ରାୟ ୧୭୦ ଶବ ଏଠାରେ ପହଞ୍ଚିଛି। କାଳେ ଏଠାରେ ସ୍ୱାମୀଙ୍କୁ ପାଇିବେ ସେହ ଆଶାରେ ବୁଲୁଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
