ଗୋ ବ୍ୟାକ ଗୁମାସ୍ତା | Odisha Reporter
୫-ଟି ସଚିବ ଜଗତସିଂହପୁର ଗସ୍ତରେ ଆସିଥିବା ବେଳେ ତାଙ୍କୁ ବିଭିନ୍ନ ସ୍ଥାନରେ ବିରୋଧ କରିବା ଦେଖାଯାଇଥିଲା। କେଉଁଠି କଳା ଟିସାର୍ଟ ପିନ୍ଧି ତ କେଉଁଠି କଳା ବେଲୁନ ଉଡାଇ ବିରୋଧ କରାଯାଇଛି। ମହିଳାମାନେ କଳା ଶାଢୀ ପିନ୍ଧି ବିରୋଧ କରିଥିବା ଦେଖିବାକୁ ମିଳିଥିଲା। ବିଜେପି ଯୁବ ମୋର୍ଚ୍ଚା ଓ ମହିଳା ମୋର୍ଚ୍ଚା ତରଫରୁ ବ୍ଲାକ ଡେ ପାଳନ କରାଯାଇଥିଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
