୫-ଟି ସଚିବ ଜଗତସିଂହପୁର ଗସ୍ତରେ ଆସିଥିବା ବେଳେ ତାଙ୍କୁ ବିଭିନ୍ନ ସ୍ଥାନରେ ବିରୋଧ କରିବା ଦେଖାଯାଇଥିଲା। କେଉଁଠି କଳା ଟିସାର୍ଟ ପିନ୍ଧି ତ କେଉଁଠି କଳା ବେଲୁନ ଉଡାଇ ବିରୋଧ କରାଯାଇଛି। ମହିଳାମାନେ କଳା ଶାଢୀ ପିନ୍ଧି ବିରୋଧ କରିଥିବା ଦେଖିବାକୁ ମିଳିଥିଲା। ବିଜେପି ଯୁବ ମୋର୍ଚ୍ଚା ଓ ମହିଳା ମୋର୍ଚ୍ଚା ତରଫରୁ ବ୍ଲାକ ଡେ ପାଳନ କରାଯାଇଥିଲା।