ବଗି ନ ବଦଳାଇଥିଲେ ଜୀବନ ଚାଲି ଯାଆନ୍ତା, ଭଗବାନ ଆମକୁ ବଞ୍ଚାଇ ଦେଲେ। କରମଣ୍ଡଳ ସୁପର ଫାଷ୍ଟ ଏକ୍ସପ୍ରେସ୍ ଦୁର୍ଘଟଣାରୁ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତିଥିବା ପରିବାର ବଖାଣିଛନ୍ତି ସେଦିନର ଛାତିଥରା ଦୃଶ୍ୟ। ବ୍ରହ୍ମପୁର ଗୋଷାଣିନୂଆଗାଁ ଅଞ୍ଚଳରେ ରହୁଥିବା ଏହି ପରିବାର ଯାଇଥିଲେ ଖଡଗପୁର। ସେଠାରେ ତାଙ୍କ ବଡ଼ ବାପାଙ୍କ ଜନ୍ମଦିନ ପାଳି ଖଡଗପୁରରେ କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ୍ରେ ଫେରିବା ବେଳେ ଯାହା ହେଲା ସେମାନେ ଗୋଟି ଗୋଟି କରି କହୁଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Odisha
ଫଟୋ ଧରି କାନ୍ଦୁଛନ୍ତି ସମ୍ପର୍କୀୟ
ବାଲେଶ୍ବର ବାହାନଗା ଟ୍ରେନ୍ ଟ୍ରାଜେଡି ପରେ ଏବେ ଜାରି ରହିଛି ମୃତଦେହ ହସ୍ତାନ୍ତର ପ୍ରକ୍ରିୟା। ଭୁବନେଶ୍ୱ ଏମସ ସହ ଅନ୍ୟ ହସପିଟାଲରେ ସମ୍ପର୍କୀୟମାନେ ମୃତଦେହ ନେବାକୁ ଅପେକ୍ଷା କରିଛନ୍ତି।
Odisha
ପୁଣି ସେହି ଟ୍ରାକରେ ଚାଲିଲା ଯାତ୍ରୀ ଟ୍ରେନ!
ଶେଷରେ ଗଡ଼ିଲା ଯାତ୍ରୀବାହୀ ଟ୍ରେନ। ବାହାନଗା ରେଳ ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟ ଶେଷ ହେବା ପରେ ଟ୍ରାକ ମରାମତି କାର୍ଯ୍ୟ ମଧ୍ୟ ଶେଷ ହୋଇଥିଲା। ଫଳରେ ପୁଣି ସେହି ଟ୍ରାକରେ ଗଡ଼ିଲା ଟ୍ରେନ।
Odisha
ଓଡ଼ିଶାକୁ ସୁଭେନ୍ଦୁଙ୍କ ପ୍ରଶଂସା
ବାଲେଶ୍ବର ବାହାନଗାରେ ପହଁଚିଛନ୍ତି ପଶ୍ଚିମବଙ୍ଗ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ। ତେବେ ପ୍ରତିକ୍ରିୟାରେ କଣ କହୁଛନ୍ତି ଆସନ୍ତୁ ଶୁଣିବା।
Odisha
ଭାବବିହ୍ୱଳ ହେଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ଭାବବିହ୍ୱଳ ହେଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ନିଖୋଜ ବ୍ୟକ୍ତିଙ୍କୁ ଖୋଜି ଠାବ କରିବା ତଥା ସେମାନଙ୍କୁ ନିଜ ନିଜ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ଆମର ବଡ଼ ଦାୟିତ୍ୱ, ଭାବବିହ୍ୱଳ କଣ୍ଠରେ ଏଭଳି କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।