‘ପ୍ରଭୁ ବଗି ବଦଳାଇ ଦେଲେ’ | Odisha Reporter
Advertisment
ବଗି ନ ବଦଳାଇଥିଲେ ଜୀବନ ଚାଲି ଯାଆନ୍ତା, ଭଗବାନ ଆମକୁ ବଞ୍ଚାଇ ଦେଲେ। କରମଣ୍ଡଳ ସୁପର ଫାଷ୍ଟ ଏକ୍ସପ୍ରେସ୍ ଦୁର୍ଘଟଣାରୁ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତିଥିବା ପରିବାର ବଖାଣିଛନ୍ତି ସେଦିନର ଛାତିଥରା ଦୃଶ୍ୟ। ବ୍ରହ୍ମପୁର ଗୋଷାଣିନୂଆଗାଁ ଅଞ୍ଚଳରେ ରହୁଥିବା ଏହି ପରିବାର ଯାଇଥିଲେ ଖଡଗପୁର। ସେଠାରେ ତାଙ୍କ ବଡ଼ ବାପାଙ୍କ ଜନ୍ମଦିନ ପାଳି ଖଡଗପୁରରେ କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ୍ରେ ଫେରିବା ବେଳେ ଯାହା ହେଲା ସେମାନେ ଗୋଟି ଗୋଟି କରି କହୁଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us