Advertisment

'ଗୋପାଳ ଅର୍ଥୋପେଡିକ ରୋଗୀ'

ନବ ଦାସଙ୍କ ହତ୍ୟାକାଣ୍ତକୁ ପାଖା ପାଖି ୨୦ ଦିନ ବିତି ଯାଇଛି। ଏବେ ଯାଏ ପ୍ରକୃତ କଥା ପଦାକୁ ଆଣି ପାରିନି ପୁଲିସ୍‌। ଯାହାକୁ ନେଇ ଦିନକୁ ଦିନ ଅନେକ ରହସ୍ୟ ଘନିଭୂତ ହେବାକୁ ଲାଗିଛି। ସେପଟେ ଆଜି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି ଯେ ବୁର୍ଲା ମେଡିକାଲ କଲେଜରେ ଅର୍ଥୋପେଡି ବିଭାଗରେ ଚିକିତ୍ସିତ ହେଉଥିଲା ଗୋପାଳ, ମାନସିକ ସମସ୍ୟା ନେଇ କୌଣସି ପ୍ରମାଣ ନାହିଁ। ପୁଲିସ ର ତଦନ୍ତ କେବଳ ଗୋପାଳର ଆଖ ପାଖରେ ଘୁରି ବୁଲୁଛି। ଏହା ଆଗକୁ ଯାଇ ପାରୁନି ବୋଲି ଅଭିଯୋଗ ଆଣିଛନ୍ତି ବିଜୟ ମହାପାତ୍ର।

Crime Branch Gopal Das Bijoy Mohapatra Naba Das Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe