‘ବିଦେଶ ଗସ୍ତରେ କେତେ ପୁଞ୍ଜି ନିବେଶ’ | Odisha Reporter
ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ। ପୁଞ୍ଜି ସଂଗ୍ରହ ପାଇଁ ବିଦେଶ ଗସ୍ତକୁ ନେଇ ବର୍ଷିଲେ ବିଜୟ ପଟ୍ଟନାୟକ। କହିଲେ, ବିଦେଶ ଭ୍ରମଣ ଫଳରେ ୨୦୧୬ରୁ ଆଜି ପର୍ଯ୍ୟନ୍ତ କେତେ ପୁଞ୍ଜି ଆସିଛି, ୨୦୧୬ରୁ ୨୦୨୨ ଭିତରେ କେବଳ ୫ ବିଦେଶୀ ନିବେଶକ ଆସିଛନ୍ତି, କେବଳ ୧୩୬୮ କୋଟି ପୁଞ୍ଜି ନିବେଶ ହୋଇଥିବା RTIରୁ ଜଣାପଡ଼ିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
