Advertisment

ବିଦେଶ ଭ୍ରମଣ ଫଳରେ ଆଜି ପର୍ଯ୍ୟନ୍ତ କେତେ ପୁଞ୍ଜି ଆସିଛି

ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ। ପୁଞ୍ଜି ସଂଗ୍ରହ ପାଇଁ ବିଦେଶ ଗସ୍ତକୁ ନେଇ ବର୍ଷିଲେ ବିଜୟ ପଟ୍ଟନାୟକ। କହିଲେ, ବିଦେଶ ଭ୍ରମଣ ଫଳରେ ୨୦୧୬ରୁ ଆଜି ପର୍ଯ୍ୟନ୍ତ କେତେ ପୁଞ୍ଜି ଆସିଛ।

Advertisment

ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ। ପୁଞ୍ଜି ସଂଗ୍ରହ ପାଇଁ ବିଦେଶ ଗସ୍ତକୁ ନେଇ ବର୍ଷିଲେ ବିଜୟ ପଟ୍ଟନାୟକ। କହିଲେ, ବିଦେଶ ଭ୍ରମଣ ଫଳରେ ୨୦୧୬ରୁ ଆଜି ପର୍ଯ୍ୟନ୍ତ କେତେ ପୁଞ୍ଜି ଆସିଛି, ୨୦୧୬ରୁ ୨୦୨୨ ଭିତରେ କେବଳ ୫ ବିଦେଶୀ ନିବେଶକ ଆସିଛନ୍ତି, କେବଳ ୧୩୬୮ କୋଟି ପୁଞ୍ଜି ନିବେଶ ହୋଇଥିବା RTIରୁ ଜଣାପଡ଼ିଛି।

Advertisment
Odisha Congress Make In Odisha Bijay Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe