‘ବିଜେଡି ପାଖରେ ବ୍ଲାକମନି’ | Odisha Reporter
Advertisment
ଏଡ଼ିଆର ରିପୋର୍ଟ ଅନୁଯାୟୀ ବିଜେଡି ଦ୍ୱିତୀୟ ସର୍ବାଧିକ ଧନୀ ଦଳ। କୁଆଡୁ ଆସିଲା ବିଜେଡ଼ି ପାଖରେ ଏତେ ଟଙ୍କା? ୨୫ ବର୍ଷ ଭିତରେ ନବୀନ ବାବୁ କେଉଁଠୁ ଆଣିଲ ଏତେ ଟଙ୍କା? ଉପ-ନିର୍ବାଚନରେ କେତେ ପଇସା ଖର୍ଚ୍ଚ କରୁଛନ୍ତି। ବଡ଼ ବଡ଼ ଶିଳ୍ପପତିଙ୍କଠାରୁ ଅଣ ଓଡ଼ିଆ ଅଫିସରଙ୍କ ଜରିଆରେ କଲେକ୍ସନ ହେଉଛି। ଏ ସବୁ ବ୍ଲାକ ମନି। ନିର୍ବାଚନ ଜିତିବା ଲାଗି ଏସବୁ କାମ। ୨୦୨୪ରେ ଜନସାଧାରଣ ବିଚାର କରିବେ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us