Advertisment

‘ମୁଁ ତାଙ୍କ ସ୍ତ୍ରୀ, ମୋତେ ୧୦ ଲକ୍ଷ ଦିଅ!’

ଦେଶର ବଡ଼ ଟ୍ରେନ ଟ୍ରାଜେଡ଼ିକୁ ନେଇ ଗାଁଠୁ ସହର, ଦେଶରୁ ବିଶ୍ୱ ହତବାକ ଥିବା ବେଳେ ୟାଙ୍କୁ କିନ୍ତୁ ଲାଗିଥିଲା ଟଙ୍କା ଲୋଭ। ଯେତେବେଳେ ସାରା ଦେଶବାସୀଙ୍କ ଆଖିରେ ଲୁହ ସେତେବେଳେ ଇଏ ସରକାରୀ ଟଙ୍କା ହଡ଼ପ କରିବାକୁ ରଚୁଥିଲେ ଷଡ଼ଯନ୍ତ୍ର। ଦୁର୍ଘଟଣାରେ ସରକାର ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଥିଲେ। ଯାହାକୁ ହଡ଼ପ କରିବାକୁ ପହଞ୍ଚିଥିଲେ ଇଏ। ସ୍ୱାମୀ ବଞ୍ଚି ଥାଉ ଥାଉ ନିଜକୁ ସଜାଇଥିଲେ ଶବର ସ୍ତ୍ରୀ।

author-image
Debendra Prusty

Odisha Train Accident Train Tragedy Coromandel Express