Advertisment

'ମୁଁ ମରିନାହିଁ, ବଞ୍ଚିଛି!'

ଏ ଘଟଣା ଯେତିକି ସାଙ୍ଘାତିକ ସେତିକି ଆଶ୍ଚର୍ଯ୍ୟଜନକ ମଧ୍ୟ। ଜୀଵିତ ଥିବା ଜଣେ ମହିଳା ନିଜ ବ୍ଲକରେ ସେ ଜୀବିତ ବୋଲି ତାଙ୍କୁ ପ୍ରମାଣ ଦେବାକୁ ପଡୁଛି। ସୁନ୍ଦରଗଡ଼ ବଣାଇ ବ୍ଲକ ରବଡ଼ପୋଷ ଗ୍ରାମର ଏ ହେଉଛନ୍ତି ଜଣେ ବିଧବା ମହିଳା ମଲି କିସାନ। ଏଇ କିଛି ବର୍ଷ ତଳେ ସ୍ୱାମୀ ଆର ପାରିକୁ ଚାଲିଗଲେ। ସରକାରଙ୍କ ତରଫରୁ ମିଳୁଥିବା ବିଧବା ଭତ୍ତା ଗଣ୍ଡାକୁ ଅନେଇ ଦୁଃଖ କଷ୍ଟରେ ଜୀବନ ବଂଚୁଥିବା ବେଳେ ହଠାତ ବନ୍ଦ ହୋଇଗଲା ଏହି ଭତ୍ତା।

author-image
Debendra Prusty

Widow Pension Odisha Pension