‘ମୁଁ କରମଣ୍ଡଳ ଟ୍ରେନରେ ଯାଇଥାନ୍ତି, ଭଗବାନ ବଞ୍ଚାଇଦେଲେ। ମୋତେ କହିଲେ ଟ୍ରେନ ବିଳମ୍ବ ଅଛି ବୋଲି କିନ୍ତୁ ଗଣମାଧ୍ୟମରେ ଦେଖିଲି ଟ୍ରେନଟି ଦୁର୍ଘଟଣା ହୋଇଛି। ଶୁଣନ୍ତୁ ଏନେଇ ଆଉ କଣ କହିଛନ୍ତି ଜଣେ ରେଳ ଯାତ୍ରୀ।