\'ବାଧ୍ୟ କଲେ ଦଳ ଛାଡ଼ିଦେବି\' | Odisha Reporter
କଂଗ୍ରେସର ବରିଷ୍ଠ ତଥା ଅଭିଜ୍ଞ ନେତା ହେଉଛନ୍ତି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର। ୨୦୨୪ ସାଧାରଣ ନିର୍ବାଚନରେ ନରସିଂହ ମିଶ୍ର ଲଢ଼ିବେ ନା ନାହିଁ? ଏ ନେଇ ସ୍ପଷ୍ଟ କଲେ ନରସିଂହ ମିଶ୍ର।
Advertisment
\'ବାଧ୍ୟ କଲେ ଦଳ ଛାଡ଼ିଦେବି\' | Odisha Reporter