Advertisment

'ମୁହଁ ଖୋଲିଲେ ଦଳରୁ ବହିଷ୍କାର ହୋଇଯିବୁ'

'ମୁହଁ ଖୋଲିଲେ ଦଳରୁ ବହିଷ୍କାର ହୋଇଯିବୁ। ଆମେ ସିନା ଚାକିରିଆ ବୋଲି କିଛି କହିପାରିବୁନାହିଁ। ପନିସମେଣ୍ଟ ମିଳିଯିବ। ସସପେଣ୍ଡ ହେଇଯିବୁ। ଆମେ ସିନା ଦଳରେ ଅଛୁ ବୋଲି ଖୋଲାଖୋଲି କିଛି କହିପାରୁବୁ ନାହି। ଦଳରୁ ବହିଷ୍କୃତ ହୋଇଯିବୁ।' ଏଭଳି କିଛି କହିବା ସହ ତେରଚ୍ଛା ବାଣ ମାରିଛନ୍ତି ବିଜେଡ଼ି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ।

author-image
Manoj Swain

Soumya Ranjan Patnaik BjD