ଆମ ପୁଅ ବଞ୍ଚିଛି ତ ? | Odisha Reporter
ବାହାନାଗା ଟ୍ରେନ୍ ଦୁର୍ଘଟଣା ପରେ ହସ୍ପିଟାଲରେ ନିଜ ପୁଅକୁ ଖୋଜୁଛି ବାପା। ବାଲେଶ୍ୱରରୁ ବାରିପଦା, କଟକରୁ ଭୁବନେଶ୍ୱର ସବୁଆଡେ ଖୋଜୁଛନ୍ତି ପରିବାର। ପୁଅକୁ ଖୋଜିବାକୁ ବାହାନାଗା ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି ବାପା ଓ ସମ୍ପର୍କୀୟ। ମୋବାଇଲକୁ ବାରମ୍ବାର ଫୋନ କରି ଚାଲିଛନ୍ତି ହେଲେ ଫୋନ ସୁଇଚଡ ଅଫ ଦେଖାଉଛି। କାହାକୁ କହିବେ, କିଏ ପୁଅକୁ ଖୋଜି ଆଣିବ ତାକୁ ନେଇ ଦ୍ୱନ୍ଦ୍ୱରେ ପଡିଛନ୍ତି ସମ୍ପର୍କୀୟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
