‘ବର୍ଷା ହେଉଥିଲା,ଗାଡ଼ି ସ୍ପିଡ ଥିଲା...’ | Odisha Reporter
ସମ୍ବଲପୁର ଜିଲ୍ଲା ଶାସନ କେନାଲ ନିକଟରେ ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। କେନାଲକୁ ଖସି ପଡ଼ିଲା ବୋଲେରୋ। ଫଳରେ ୬ ଜଣଙ୍କ ମୃତ୍ୟୁ ହେଲା। ଦୁର୍ଘଟଣାରେ ୨ ଜଣ ଆହତ ହୋଇଥିବା ବେଳେ ଜଣେ ନିଖୋଜ ଅଛନ୍ତି।
Advertisment
‘ବର୍ଷା ହେଉଥିଲା,ଗାଡ଼ି ସ୍ପିଡ ଥିଲା...’ | Odisha Reporter