Advertisment

'ଝାରସୁଗୁଡ଼ା ନିର୍ବାଚନ ଉପରେ ବୃହସ୍ପତିଙ୍କ ପ୍ରଭାବ’

ଝାରସୁଗୁଡ଼ାରେ ଜିତିବ ତ ବିଜେଡି? ଉପନିର୍ବାଚନରେ ଲଢ଼େଇ ହେବ ଜୋରଦାର! ବିଜେଡିକୁ କଡ଼ା ଟକ୍କର ଦେବ ବିଜେପି! ଝାରସୁଗୁଡ଼ା ଦେଖିବ ଦୁଇମୁଖି ଲଢ଼େଇ! ଝାରସୁଗୁଡା ଉପନିର୍ବାଚନୀ ତାତିରେ ଆଉ ଟିକେ ଉଷ୍ଣତା ଭରିଛି ଭୃଗୁ ଜ୍ୟୋତିଷଙ୍କ ଭବିଷ୍ୟବାଣୀ। ଜ୍ୟୋତିଷଙ୍କ କହିବାନୁଯାୟୀ ନିର୍ବାଚନରେ ଶାସକ ଦଳକୁ କଡ଼ା ଟକ୍କର ଦେବ ବିରୋଧୀ ବିଜେପି। ଜୋରଦାର ହେବ ମଇଦାନରେ ଲଢ଼େଇ।

author-image
Debendra Prusty

Jharsuguda Bye Poll Odisha