Advertisment

ରାଜଧାନୀରେ ତାଣ୍ଡବ ରଚିଲା କାଳବୈଶାଖୀ

ଅସମ୍ଭାଳ ତାତି ପରେ ରାଜଧାନୀରେ ତାଣ୍ଡବ ରଚିଛି କାଳବୈଶାଖୀ। ଧୂଳି ଝଡ଼ ହେବା ସହିତ ଭାଙ୍ଗିଛି ବଡ଼ ବଡ଼ ଗଛ ଓ ଉଡିଛି ଛପର ଘର। କିଛି ସମୟ ପାଇଁ ଧୂଳିମୟ ହୋଇଯାଇଛି ରାଜଧାନୀ ଆକାଶ। କାଳବୈଶାଖୀ ପ୍ରଭାବରେ ଜନ ଜୀବନ ଏକ ପ୍ରକାର ଠପ୍‌ ହୋଇଯାଇଛି।

author-image
Manoj Swain

ଅସମ୍ଭାଳ ତାତି ପରେ ରାଜଧାନୀରେ ତାଣ୍ଡବ ରଚିଛି କାଳବୈଶାଖୀ। ଧୂଳି ଝଡ଼ ହେବା ସହିତ ଭାଙ୍ଗିଛି ବଡ଼ ବଡ଼ ଗଛ ଓ ଉଡିଛି ଛପର ଘର। କିଛି ସମୟ ପାଇଁ ଧୂଳିମୟ ହୋଇଯାଇଛି ରାଜଧାନୀ ଆକାଶ। କାଳବୈଶାଖୀ ପ୍ରଭାବରେ ଜନ ଜୀବନ ଏକ ପ୍ରକାର ଠପ୍‌ ହୋଇଯାଇଛି।

Advertisment
Odisha Bhubaneswar