Advertisment

ରାଜଧାନୀରେ ତାଣ୍ଡବ ରଚିଲା କାଳବୈଶାଖୀ

ଅସମ୍ଭାଳ ତାତି ପରେ ରାଜଧାନୀରେ ତାଣ୍ଡବ ରଚିଛି କାଳବୈଶାଖୀ। ଧୂଳି ଝଡ଼ ହେବା ସହିତ ଭାଙ୍ଗିଛି ବଡ଼ ବଡ଼ ଗଛ ଓ ଉଡିଛି ଛପର ଘର। କିଛି ସମୟ ପାଇଁ ଧୂଳିମୟ ହୋଇଯାଇଛି ରାଜଧାନୀ ଆକାଶ। କାଳବୈଶାଖୀ ପ୍ରଭାବରେ ଜନ ଜୀବନ ଏକ ପ୍ରକାର ଠପ୍‌ ହୋଇଯାଇଛି।

Bhubaneswar Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe