Advertisment

‘ମନ୍ କି ବାତ୍’ରେ କେନ୍ଦ୍ରାପଡ଼ାର କମଳା'

'ମନ୍ କି ବାତ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରାପଡ଼ାର କମଳା ମହାରଣାଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି। ୨୫ ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି। କମଳାଙ୍କ ବିଷେଶତ୍ୱ ହେଲା କ୍ଷୀର ପ୍ୟାକେଟ୍‌ ଜରି ଓ ଅଦରକାରୀ ପ୍ଲାଷ୍ଟିକ୍‌ରୁ ବିଭିନ୍ନ ସାମଗ୍ରୀ ତିଆରି କରି ପାରୁଛନ୍ତି। ତେବେ ଆସନ୍ତୁ ୬୦ ବର୍ଷୀୟ ଏହି ମହିଳାଙ୍କ ସଫଳତାର କାହାଣୀ ଉପରେ ନଜର ପକେଇ ନେବା। କମଳା ମହାରଣା ପଲିଥିନ୍‌ରେ ବିଭିନ୍ନ ଘରକରଣା ଜିନିଷ ତିଆରି କରିବାରେ ସିଦ୍ଧହସ୍ତ। ସେ ପେଡି, ପାଛିଆ, ଡାଲା, ବିଛଣା, ପାପୋଛ, ବଡି ଓ ପାମ୍ପଡ ଶୁଖାଇବା ପାଇଁ ଝାମ୍ପି ମଧ୍ୟ ନିର୍ମାଣ କରିଥାନ୍ତି। ଏଥିସହ ମନିପର୍ସ ଓ କାନ୍ଥରେ ଟଙ୍ଗାଇବା ପାଇଁ ବିଭିନ୍ନ ସାମଗ୍ରୀ ନିର୍ମାଣ କରୁଛନ୍ତି । ତାଙ୍କ ଠାରୁ ପ୍ରେରଣା ପାଇ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ମଧ୍ୟ ପଲିଥିନ୍‌ରେ ବିଭିନ୍ନ ସାମଗ୍ରୀ ତିଆରି କରୁଛନ୍ତି।

Mann Ki Baat Narendra Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe