Advertisment

'ପାଣ୍ଡିଆନଙ୍କ ପାଇଁ ବିଜେଡି ଛାଡୁଛି'

ଦଳୀୟ ବ୍ୟବସ୍ଥାରେ ସଚିବଙ୍କ ହସ୍ତକ୍ଷେପକୁ ସିଧା ବିରୋଧ। ‘ଦଳ ଆଉ ଦଳୀୟ ନେତାଙ୍କ କବଳରେ ନାହିଁ’। ‘୫-ଟି ସଚିବଙ୍କ କବ୍‌ଜାରେ ରହିଛି ଦଳ’। ‘ଦଳୀୟ ବ୍ୟବସ୍ଥାରେ ସିଧାସଳଖ ହସ୍ତକ୍ଷେପ ଗ୍ରହଣୀୟ ନୁହେଁ’। ଏମିତି କହି ଦଳ ଛାଡ଼ିଲେ ସାଧାରଣ ସମ୍ପାଦକ। ଇସ୍ତଫା ପତ୍ରରେ ସ୍ପଷ୍ଟ କଥା ଲେଖିଲେ।

Vk Pandian BjD Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe