ବର୍ତ୍ତମାନ ଓଡ଼ିଶାରେ ଗଣମାଧ୍ୟମ ଉପରେ ସତେ ଯେମିତି ଏକ ଅଘୋଷିତ କଟକଣା ଲାଗୁ ହୋଇଛି। କାହିଁକି ଏମିତି ପରିସ୍ଥିତି ସୃଷ୍ଟି ହେଲା, ପ୍ରେସ୍ ସ୍ୱାଧୀନତାକୁ ନେଇ କଣ କହୁଛନ୍ତି ଶୁଣନ୍ତୁ ବରିଷ୍ଠ ସାମ୍ବାଦିକ ରବି ଦାସ।