""ଓଡ଼ିଶାର ଶାସନ ଓଲଟା। "ମନ୍ତ୍ରୀମାନେ ଆରେଞ୍ଜମେଣ୍ଟ କରୁଛନ୍ତି, ବ୍ୟୁରୋକ୍ରାଟ ଭାଷଣ ଦେଉଛନ୍ତି। ଏହା ଗଣତନ୍ତ୍ର ପାଇଁ ନୁହେଁ" ବୋଲି କହିଲେ କଂଗ୍ରେସ ପିସିସି ସଭାପତି ଶରତ ପଟ୍ଟନାୟକ। Advertisment "