Advertisment

ମା’... ମା’ ... ପାପା କେବେ ଆସିବେ?

ହାତରେ ଫଟୋ, ମନରେ ଅନାବିଳ ପ୍ରେମ ଆଉ ଆଖିରେ ଆଶା ରଖି ଚାହିଁ ବସିଛି। ବାପା ଫେରିବେ। କୋଳେଇ ନେଇ ଗେଲ କରିବେ। ମୋ ଧନଟା ମୋ ସୁନାଟା କହି ଭଲପାଇବା ଅଜାଡ଼ି ଦେବେ। ଯେବେ ବି ସେ ବାହାରକୁ ଯାଆନ୍ତି ଫେରିବା ବେଳେ ଚକୋଲେଟ ଆଣନ୍ତି। ହେଲେ ନା ଆଜି ବାପା ଫେରୁଛନ୍ତି ନା ଚକୋଲେଟ ଖାଇବାର ଆଶା ତାର ପୂରଣ ହେଉଛି!

author-image
Debendra Prusty

ହାତରେ ଫଟୋ, ମନରେ ଅନାବିଳ ପ୍ରେମ ଆଉ ଆଖିରେ ଆଶା ରଖି ଚାହିଁ ବସିଛି। ବାପା ଫେରିବେ। କୋଳେଇ ନେଇ ଗେଲ କରିବେ। ମୋ ଧନଟା ମୋ ସୁନାଟା କହି ଭଲପାଇବା ଅଜାଡ଼ି ଦେବେ। ଯେବେ ବି ସେ ବାହାରକୁ ଯାଆନ୍ତି ଫେରିବା ବେଳେ ଚକୋଲେଟ ଆଣନ୍ତି। ହେଲେ ନା ଆଜି ବାପା ଫେରୁଛନ୍ତି ନା ଚକୋଲେଟ ଖାଇବାର ଆଶା ତାର ପୂରଣ ହେଉଛି!

Advertisment
Odisha Train Accident Train Tragedy Coromandel Express