ରାଜ୍ୟ ସରକାର ସଫେଇ କର୍ମଚାରୀଙ୍କୁ ଅବହେଳା କରୁଥିବାର ଅଭିଯୋଗ ଆସିବା ପରେ ରାଜ୍ୟ ସଫେଇ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।