‘କରମଣ୍ଡଳ ଏକ୍ସପ୍ରେସରେ ମୋ ସାଙ୍ଗ ଯାତ୍ରା କରୁଥିଲା। ଜଣାନାହିଁ ଏବେ ସେ କେମିତି ଅଛି। ଟ୍ରେନ ଦୁର୍ଘଟଣା ପରେ ରେଳ ଷ୍ଟେସନକୁ ଆସିଛି ହେଲ୍ପଡେସ୍କରେ ବୁଝିବା ପାଇଁ ବୋଲି କହୁଛନ୍ତି ଜଣେ ଯୁବକ।