ସ୍ବାମୀ ଗାଡ଼ି ଆଗରେ ଶୋଇ ମାଗୁଛନ୍ତି ଅଧିକାର | Odisha Reporter
ସ୍ୱାମୀ ଗାଡ଼ି ଆଗରେ ଶୋଇଛି ସ୍ତ୍ରୀ। ରାସ୍ତା ଉପରେ ଚାଲିଛି ହାଇଡ୍ରାମା। ସ୍ତ୍ରୀର ଅଭିଯୋଗ ମୋ ସ୍ୱାମୀ ରଖିଛି ୭ ସ୍ତ୍ରୀ । ୩୫ ବର୍ଷ ହେଲା ଦେଉଛି ନିର୍ଯାତନା। କିନ୍ତୁ ସ୍ୱାମୀ କହୁଛି ବେଜ୍ଜିତ କରିବା ପାଇଁ ଏମିତି କରୁଛି ସ୍ତ୍ରୀ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
