Advertisment

ଜୀବନ ପାଲଟିଛି ଅଭିଶାପ!

ମଣିଷ ଭଳି ମଣିଷଟେ ନ ବନେଇ ଭଗବାନ ଦାଉ ସାଧିଲେ। ଦେହ ସାରା ଲୋମ, ବିକୃତ ଚେହେରା ଦେଇ ଜନ୍ମ ତ ଦେଇଦେଲେ, ହେଲେ ଏବେ ଜୀବନ ୟାଙ୍କ ପାଇଁ ଅଭିଶାପ ପାଲଟିଯାଇଛି। ଲୋକଲଜ୍ଜ୍ୟା, ଟାହି ଟାପରା ଶୁଣାଉଥିବା ସମାଜରେ ଯେ ଜୀବନଟା କେତେ କଷ୍ଟରେ ବିତେ ସେ କଥା କେବଳ ରେବତୀ ହିଁ ଜାଣିଥିବେ।

author-image
Debendra Prusty

ମଣିଷ ଭଳି ମଣିଷଟେ ନ ବନେଇ ଭଗବାନ ଦାଉ ସାଧିଲେ। ଦେହ ସାରା ଲୋମ, ବିକୃତ ଚେହେରା ଦେଇ ଜନ୍ମ ତ ଦେଇଦେଲେ, ହେଲେ ଏବେ ଜୀବନ ୟାଙ୍କ ପାଇଁ ଅଭିଶାପ ପାଲଟିଯାଇଛି। ଲୋକଲଜ୍ଜ୍ୟା, ଟାହି ଟାପରା ଶୁଣାଉଥିବା ସମାଜରେ ଯେ ଜୀବନଟା କେତେ କଷ୍ଟରେ ବିତେ ସେ କଥା କେବଳ ରେବତୀ ହିଁ ଜାଣିଥିବେ।

Advertisment
Odisha Curse Why This Life?