Advertisment

ଜୀବନ ପାଲଟିଛି ଅଭିଶାପ!

ମଣିଷ ଭଳି ମଣିଷଟେ ନ ବନେଇ ଭଗବାନ ଦାଉ ସାଧିଲେ। ଦେହ ସାରା ଲୋମ, ବିକୃତ ଚେହେରା ଦେଇ ଜନ୍ମ ତ ଦେଇଦେଲେ, ହେଲେ ଏବେ ଜୀବନ ୟାଙ୍କ ପାଇଁ ଅଭିଶାପ ପାଲଟିଯାଇଛି। ଲୋକଲଜ୍ଜ୍ୟା, ଟାହି ଟାପରା ଶୁଣାଉଥିବା ସମାଜରେ ଯେ ଜୀବନଟା କେତେ କଷ୍ଟରେ ବିତେ ସେ କଥା କେବଳ ରେବତୀ ହିଁ ଜାଣିଥିବେ।

Why This Life? Odisha Curse
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe