ପୁଣି ଅଜଣା ଜନ୍ତୁ ଆତଙ୍କ, ଗଲାଣି 29 ମେଣ୍ଢାଙ୍କ ଜୀବନ | Odisha Reporter
ନିଆଳିରେ ପୁଣି ମାତିଲା ଅଜଣା ଜନ୍ତୁ। କଟକ ଜିଲ୍ଲା ନିଆଳି ଅଞ୍ଚଳରେ ପୁଣି ଫେରିଲା ଅଜଣା ଜନ୍ତୁ ଆତଙ୍କ। ୨ ରାତିରେ ୨୯ଟି ମେଣ୍ଢା ମାରି ଖାଇଲା ଅଜଣା ଜନ୍ତୁ। କଣ୍ଟାପଡ଼ା ବ୍ଲକ ନାହାଳ ପୁର ପଞ୍ଚାୟତର ଗୁଣଦୋଳ ଠାକୁର ପୋଖରୀ ସାହିରେ ପୁଣି ଆରମ୍ଭ ହୋଇଛି ଅଜଣା ଜନ୍ତୁ ଆତଙ୍କ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
