Advertisment

ନିଆଳିରେ ପୁଣି ମାତିଲା ଅଜଣା ଜନ୍ତୁ

ନିଆଳିରେ ପୁଣି ମାତିଲା ଅଜଣା ଜନ୍ତୁ। କଟକ ଜିଲ୍ଲା ନିଆଳି ଅଞ୍ଚଳରେ ପୁଣି ଫେରିଲା ଅଜଣା ଜନ୍ତୁ ଆତଙ୍କ। ୨ ରାତିରେ ୨୯ଟି ମେଣ୍ଢା ମାରି ଖାଇଲା ଅଜଣା ଜନ୍ତୁ। କଣ୍ଟାପଡ଼ା ବ୍ଲକ ନାହାଳ ପୁର ପଞ୍ଚାୟତର ଗୁଣଦୋଳ ଠାକୁରା ପୋଖରୀ ସାହିରେ ପୁଣି ଆରମ୍ଭ ହୋଇଛି ଅଜଣା ଜନ୍ତୁ ଆତଙ୍କ।

ଅଦ୍ୟତନ ହୋଇଛି
Advertisment

ନିଆଳିରେ ପୁଣି ମାତିଲା ଅଜଣା ଜନ୍ତୁ। କଟକ ଜିଲ୍ଲା ନିଆଳି ଅଞ୍ଚଳରେ ପୁଣି ଫେରିଲା ଅଜଣା ଜନ୍ତୁ ଆତଙ୍କ। ୨ ରାତିରେ ୨୯ଟି ମେଣ୍ଢା ମାରି ଖାଇଲା ଅଜଣା ଜନ୍ତୁ। କଣ୍ଟାପଡ଼ା ବ୍ଲକ ନାହାଳ ପୁର ପଞ୍ଚାୟତର ଗୁଣଦୋଳ ଠାକୁର ପୋଖରୀ ସାହିରେ ପୁଣି ଆରମ୍ଭ ହୋଇଛି ଅଜଣା ଜନ୍ତୁ ଆତଙ୍କ।

Advertisment
Cuttack Sheep Death Mystery
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe