‘45 ଏମଏଲଏଙ୍କୁ ପେମେଣ୍ଟ କରୁଥିଲେ ନବ’ | Odisha Reporter
Advertisment
ଚାଞ୍ଚଲ୍ୟକର ବୟାନ। ଜାଣିଶୁଣି ସରକାରୀ ଦଳ ମାରିଦେଲେ। ଏମିତି ଦିନରେ ମାରିଲେ ଯେ ଗୁଳି ମିଳୁନି। ନବ ଦାସ ୪୫ ଜଣ ଏମଏଲଏଙ୍କୁ ପେମେଣ୍ଟ କରୁଥିଲେ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ।