Advertisment

‘ବିଧାନସଭାକୁ ଆସୁନାହାନ୍ତି, ପ୍ରଚାର ପାଇଁ ଯାଉଛନ୍ତି’

ଶୁକ୍ରବାର ବିଧାନସଭା ନଯାଇ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜିଲ୍ଲାର କେତେକ ଉନ୍ନୟମୂଳକ କାମର ଉଦଘାଟନ କରିଥିଲେ। ଗୋଟିଏ ପଟେ ନବୀନଙ୍କ ସରକାରୀ ଗସ୍ତରେ ନିର୍ବାଚନୀ ଫାଇଦା ଉଦ୍ଦେଶ୍ୟ ଅନ୍ୟପଟେ ବିଧାନସଭାରେ ନବୀନଙ୍କ ଇସ୍ତଫା ଦାବି। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି ନବୀନଙ୍କୁ ବିଧାନସଭା ଆସିବା ପାଇଁ ସମୟ ହେଉନି, ଘରେ ରହି ଭିଡିଓ କନଫରେନସ୍ ମାଧ୍ୟମରେ ସାମିଲ ହେଉଛନ୍ତି, ଆଉ ରାଜନୀତି କରିବା ପାଇଁ ଯାଉଛନ୍ତି ବିଭନ୍ନ ଅଞ୍ଚଳ। ସେ ଗୃହକୁ ସମ୍ମାନ ଦେଉନାହାଁନ୍ତି। ମୁଖ୍ୟମନ୍ତ୍ରୀ ବହୁତ ଡ୍ରାମାବଜା, ସରଳ ଚେହେରା, ଡ୍ରାମା କରି ଓଡ଼ିଶା ଲୋକଙ୍କୁ ଭୁଲାଉଛନ୍ତି।

author-image
Debendra Prusty

Naveen Patnaik Bjp BjD Odisha Assembly