‘ପେଟ୍ରୋଲ ଟାଙ୍କିରେ ତେଲ ନାହିଁ’ | Odisha Reporter
ଡ୍ରାଇଭରଙ୍କ ଷ୍ଟ୍ରିୟରିଂ ଛାଡ଼ ଆନ୍ଦୋଳନର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡ଼ିଛି। ଆନ୍ଦୋଳନ ଯୋଗୁଁ ପ୍ରଭାବିତ ହୋଇଛି ବଜାର। ଅନେକ ଟାଙ୍କିରେ ନାହିଁ ପେଟ୍ରୋଲ ଓ ଡ଼ିଜେଲ। ବାଲେଶ୍ବର ସହରର ଅନେକ ଟାଙ୍କିରେ ନାହିଁ ପେଟ୍ରୋଲ। ପେଟ୍ରୋଲ ଟାଙ୍କିକୁ ଯାଇ ନିରାଶରେ ଫେରୁଛନ୍ତି ସାଧାରଣ ଲୋକେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
