Advertisment

‘ପେଟ୍ରୋଲ ଟାଙ୍କିରେ ତେଲ ନାହିଁ’

ଡ୍ରାଇଭରଙ୍କ ଷ୍ଟ୍ରିୟରିଂ ଛାଡ଼ ଆନ୍ଦୋଳନର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡ଼ିଛି। ଆନ୍ଦୋଳନ ଯୋଗୁଁ ପ୍ରଭାବିତ ହୋଇଛି ବଜାର। ଅନେକ ଟାଙ୍କିରେ ନାହିଁ ପେଟ୍ରୋଲ ଓ ଡ଼ିଜେଲ। ବାଲେଶ୍ବର ସହରର ଅନେକ ଟାଙ୍କିରେ ନାହିଁ ପେଟ୍ରୋଲ। ପେଟ୍ରୋଲ ଟାଙ୍କିକୁ ଯାଇ ନିରାଶରେ ଫେରୁଛନ୍ତି ସାଧାରଣ ଲୋକେ।

Odisha Protest Drivers Strike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe