Advertisment

'ବାପାଙ୍କ ହତ୍ୟାକୁ ନେଇ ରାଜନୀତି ନହେଉ'

ନବ ଦାସ ହତ୍ୟା ପ୍ରସଙ୍ଗରେ ଝିଅ ଦୀପାଳି ଦାସଙ୍କ ପ୍ରତିକ୍ରିୟା। କହିଲେ- ବାପାଙ୍କ ହତ୍ୟାକୁ ରାଜନୈତିକ ପ୍ରସଙ୍ଗ ନକରାଯାଉ, ଜଣେ ଜଜ୍‌ଙ୍କ ତଦାରଖରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି, ଏହାସହ ମୁଖ୍ୟମନ୍ତ୍ରୀଙ୍କ ଉପରେ ତାଙ୍କର ଭରସା ଅଛି ବୋଲି କହିଛନ୍ତି। ଏଥିସହ ତଦନ୍ତ ରିପୋର୍ଟ ବାହାରକୁ ନ ଆସିବା ପର୍ଯ୍ୟନ୍ତ ସେ କିଛି କହି ପାରିବେନି ବୋଲି କହିଛନ୍ତି। ଆଗକୁ ନିର୍ବାଚନ ଲଢ଼ିବେ କି ବୋଲି ପଚରାଯିବାରୁ ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେବେ ତାକୁ ମାନିନେବୁ ବୋଲି କହିଛନ୍ତି ଦୀପାଳି।

BjD Odisha Politics Naba Das Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe