Advertisment

‘ଓଡ଼ିଶା ଧନୀ, ବିଜେଡି ଧନୀ, ଓଡ଼ିଆ ଦାଦନ’

ଓଡ଼ିଶା ଧନୀ, ବିଜେଡି ଧନୀ, କିନ୍ତୁ ଓଡ଼ିଆ ଦାଦନ। ଓଡ଼ିଆ ପୁଅ ଅନ୍ୟ ରାଜ୍ୟକୁ ଦାଦନ ହୋଇ ଯାଇ ଶବ ହୋଇ ଫେରୁଛି। କିନ୍ତୁ ମୁଖ୍ୟମନ୍ତ୍ରୀ ଜାପାନ ଯାଇ ରିଲ ବନାଉଛନ୍ତି। ଏହା ହେଉଛି ଆମ ଗଣତନ୍ତ୍ରର ବ୍ୟବସ୍ଥା। ଦାଦନକୁ କହୁଛନ୍ତି ଦେଢ଼ ଶହ କିଲୋମିଟର ଚାଲ। ମୁଖ୍ୟମନ୍ତ୍ରୀଙ୍କ ଗୃହ ଜିଲ୍ଲା ଗଞ୍ଜାମ ଏବଂ ଶ୍ରମ ମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରୁ ଅଧିକ ଦାଦନ ବାହାର ରାଜ୍ୟକୁ ଯାଉଛନ୍ତି। ଗଞ୍ଜାମରୁ ହିଁ ଅଧିକ ଲୋକେ ଦାଦନ ଯାଉଛନ୍ତି। ସମସ୍ତେ ଏହାର ଉତ୍ତର ରଖନ୍ତୁ ବୋଲି କହିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତ ସିଂହାର।

author-image
Debendra Prusty

Bjp BjD Bonded Laborer Odisha