ଆଖିକୁ ଭଲଭାବେ ଦେଖାଯାଉନି। ଦେହରୁ ବଳ କମିଗଲାଣି। ଅଣ୍ଟା ବି ଆଉ ବୟସର ଭାର ସମ୍ଭାଳି ପାରୁନି। ଯେଉଁ ବୟସରେ ମୁଣ୍ଡରେ ଚିନ୍ତା କରିବାର ଶକ୍ତି କମିଥାଏ ସେହି ବୟସରେ ପ୍ରତାରଣାର ଶିକାର ହେଲେ କାହାକୁ ବା କହିବେ। ଏଇ ବୟସରେ ଯଦି କେହି ଠକି ମାଉସୀଙ୍କ ହକ ମାରିନିଏ ତେବେ କଣ ପ୍ରତିବାଦ କରିପାରିବେ ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Odisha
ବୁଡ଼ିଗଲା କି ବସୁଧା ଯୋଜନା ?
କେଉଁଠି ଜଳ ନଷ୍ଟ ତ କେଉଁଠି ଜଳକଷ୍ଟ। ଶୋଷ ମେଣ୍ଟୁନି କି ଜଳକଷ୍ଟ ଦୂର ହେଉନି। ଯେଉଁ ମୁନ୍ଦାଏ ପାଣି ମିଳୁଛି ସେଥିରେ ପୁଳା ପୁଳା ରୋଗ ଫ୍ରି।
Odisha
ରାଷ୍ଟ୍ରପତିଙ୍କ ହେଲିକପ୍ଟରରେ ବସି ସେଲ୍ଫି!
ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସୁରକ୍ଷା ବଳୟ ଭାଙ୍ଗି ମହାମହିମଙ୍କ ହେଲିକପ୍ଟରରେ ବସି ଫଟୋ ଉଠେଇଲେ ଫାର୍ମାସିଷ୍ଟ। ହେଲିପ୍ୟାଡରେ ଡ୍ୟୁଟି ପଡିଥିବା ଜଣେ ଫାର୍ମାସିଷ୍ଟ ସୁରକ୍ଷା ବଳୟ ଭାଙ୍ଗି ରାଷ୍ଟ୍ରପତିଙ୍କ ସହ ଆସିଥିବା ୩ଟି ହେଲିକ୍ୟାପ୍ଟରରୁ ଗୋଟିଏ ହେଲିକ୍ୟାପ୍ଟରରେ ସେଲ୍ଫି ନେବା ସହ ବସି ଫଟୋ ଉଠାଇଛନ୍ତି। ସେ ପୁଣି ନିଜ ଫେସବୁକ ଏକାଉଣ୍ଟରେ ସେ ଫଟୋ ପୋଷ୍ଟ କରିଛନ୍ତି। ସୁରକ୍ଷା ବଳୟ ଭାଙ୍ଗି କିପରି ହେଲିକାପ୍ଟରରେ ବସି ଯାଇ ଫୋଟ ଉଠେଇଲେ ତାହା ପ୍ରଶ୍ନବାଚି ସୃଷ୍ଟି କରିଛି।
Odisha
ଭୋଟ ବେଳେ ଲାଞ୍ଚ ?
ଭୋଟ ବେଳେ ସରକାର ବିଭିନ୍ନ ଜାତିକୁ ଦେଉଛନ୍ତି କି ଲାଞ୍ଚ? ଭୋଟ ହେବାର ସପ୍ତାହେ ପୂର୍ବରୁ ସରକାରୀ ଉପହାର ନେଇ ଉଠିଲା ପ୍ରଶ୍ନ। ଝାରସୁଗୁଡ଼ା ଉପନିର୍ବାଚନର ୭ ଦିନ ପୂର୍ବରୁ ଅଗ୍ରିଆ ସମାଜ ପାଇଁ ଘର ଓ ଟଙ୍କା।
Odisha
5Tକୁ ପ୍ରଶଂସା କଲେ ସୁରେଶ ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ
ଆଗାମୀ ସାଧାରଣ ନିର୍ବାଚନରେ ମୈଦାନକୁ ଓହ୍ଲାଇବେ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ। ତେବେ କେଉଁ ଦଳରୁ ଲଢ଼ିବେ, ଏଯାଏଁ ସ୍ପଷ୍ଟ ହୋଇନଥିଲେ ମଧ୍ୟ ସେ ନିଜେ ୪/୫ ଆସନରେ ସର୍ଭେ କରୁଛନ୍ତି।