ମାଉସୀଙ୍କ ଅଭିଶାପ ମୁଣ୍ଡେଇ ବଞ୍ଚିପାରିଲେ ହେଲା

  • Published: Monday, 08 May 2023
  • , Updated: 08 May 2023, 04:44 PM IST

ଆଖିକୁ ଭଲଭାବେ ଦେଖାଯାଉନି। ଦେହରୁ ବଳ କମିଗଲାଣି। ଅଣ୍ଟା ବି ଆଉ ବୟସର ଭାର ସମ୍ଭାଳି ପାରୁନି। ଯେଉଁ ବୟସରେ ମୁଣ୍ଡରେ ଚିନ୍ତା କରିବାର ଶକ୍ତି କମିଥାଏ ସେହି ବୟସରେ ପ୍ରତାରଣାର ଶିକାର ହେଲେ କାହାକୁ ବା କହିବେ। ଏଇ ବୟସରେ ଯଦି କେହି ଠକି ମାଉସୀଙ୍କ ହକ ମାରିନିଏ ତେବେ କଣ ପ୍ରତିବାଦ କରିପାରିବେ ।

Related story