Advertisment

'ରଞ୍ଜନ ଦାସଙ୍କର ଗୋଟେ ପରେ ଗୋଟେ ଫର୍ଦ୍ଦ ଖୋଲିବ'

ଯାଜପୁର ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ତଥା ବର୍ତ୍ତମାନର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ରଞ୍ଜନ ଦାସଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ସୂଚନା ଅଧିକାରୀ କର୍ମୀ। ସାମ୍ବାଦିକ ସମ୍ମିଳନୀରେ ସୂଚନା ଅଧିକାରୀ କର୍ମୀ କହିଛନ୍ତି, 'ସେ ଭଲ ଭାବେ ଦୁର୍ନୀତି କରି ଜାଣିଥିଲେ, ଯାହା ପରିଣାମ ସ୍ୱରୂପ ତାଙ୍କୁ ପଦୋନ୍ନତି ମିଳିଛି'।

Puri Shree Mandir Odisha Scam Quarry Corruption Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe