Advertisment

‘ବିଜେଡି ଭଳି ଅନ୍ୟ ଦଳ ବି ଯୋଗ ଦିଅନ୍ତୁ’

‘ବିଜେଡି ନିଷ୍ପତ୍ତି ସ୍ୱାଗତଯୋଗ୍ୟ। ବିଜେଡି ଭଳି ଅନ୍ୟ ଦଳ ବି ଯୋଗ ଦିଅନ୍ତୁ। ସ୍ୱାଧୀନତା ପାଇଁ ସମସ୍ତେ ଲଢ଼ିଥିଲେ, କୌଣସି ଗୋଟିଏ ଦଳ ନୁହେଁ’ ବୋଲି କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସଂସଦ ଭବନ ଉଦଘାଟନ ଉତ୍ସବରେ ବିଜେଡି ଯୋଗ ଦେବା ନିଷ୍ପତ୍ତି ନେବା ଏପରି କହିଛନ୍ତି କେନ୍ଦ୍ରମନ୍ତ୍ରୀ।

author-image
Debendra Prusty

‘ବିଜେଡି ନିଷ୍ପତ୍ତି ସ୍ୱାଗତଯୋଗ୍ୟ। ବିଜେଡି ଭଳି ଅନ୍ୟ ଦଳ ବି ଯୋଗ ଦିଅନ୍ତୁ। ସ୍ୱାଧୀନତା ପାଇଁ ସମସ୍ତେ ଲଢ଼ିଥିଲେ, କୌଣସି ଗୋଟିଏ ଦଳ ନୁହେଁ’ ବୋଲି କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସଂସଦ ଭବନ ଉଦଘାଟନ ଉତ୍ସବରେ ବିଜେଡି ଯୋଗ ଦେବା ନିଷ୍ପତ୍ତି ନେବା ଏପରି କହିଛନ୍ତି କେନ୍ଦ୍ରମନ୍ତ୍ରୀ। 

Advertisment
Bjp BjD Parliament Odisha