Advertisment

'ସରକାରଙ୍କ ଉପରୁ ମୋହ ତୁଟିଗଲାଣି'

ଝାରସୁଗୁଡ଼ା ଉପନିର୍ବାଚନ ମୈଦାନରେ ପ୍ରଚାର ଆରମ୍ଭ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ। ଘର ଘର ବୁଲି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ଭୋଟ ମାଗୁଛନ୍ତି। ପ୍ରଚାର ସମୟରେ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, 'ଏ ସରକାର ଉପରେ ଲୋକଙ୍କ ମୋହ ତୁଟିଗଲାଣି'।

author-image
Debendra Prusty

ଝାରସୁଗୁଡ଼ା ଉପନିର୍ବାଚନ ମୈଦାନରେ ପ୍ରଚାର ଆରମ୍ଭ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର  ଷଡ଼ଙ୍ଗୀ। ଘର ଘର ବୁଲି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ଭୋଟ ମାଗୁଛନ୍ତି। ପ୍ରଚାର ସମୟରେ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, 'ଏ ସରକାର ଉପରେ ଲୋକଙ୍କ ମୋହ ତୁଟିଗଲାଣି'।

Advertisment
Odisha BjD Bjp Jharsuguda Bypoll