‘ସଚିବଙ୍କ ସହ ଗୁପ୍ତ କଥା ହୋଇଥିଲେ...’ | Odisha Reporter
ଭିଜିଲାନ୍ସଜାଲରେ ଛନ୍ଦି ହୋଇ ଗିରଫ ହୋଇଥିବା ନବରଙ୍ଗପୁରର ପୂର୍ବତନ ଭାରପ୍ରାପ୍ତ ଉପଜିଲ୍ଲାପାଳ ଓ ୫-ଟି ସଚିବଙ୍କ ଘନିଷ୍ଠତାକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛି ଜିଲ୍ଲା ବିଜେପି। ଜିଲ୍ଲା ବିଜେପି ତରଫରୁ ପ୍ରଶାନ୍ତ ରାଉତଙ୍କ ସହ ୫-ଟି ସଚିବଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
