\'PSO ସୁରକ୍ଷାକର୍ମୀ ନୁହଁ ଆଟେଣ୍ଡାଣ୍ଟ\' | Odisha Reporter
ରାଜନେତାଙ୍କ ସୁରକ୍ଷା ପାଇଁ ସରକାରୀ ଅର୍ଥରେ ଯୋଗାଯାଉଛି ଜଣେ ଜଣେ ପ୍ରଶିକ୍ଷିତ ପିଏସଓ। କିନ୍ତୁ ନେତାଙ୍କ ପାଇଁ ସେ ସୁରକ୍ଷା କର୍ମୀ ନୁହଁନ୍ତି ବରଂ ଜଣେ ଆଟେଣ୍ଡାଣ୍ଟ। ଦେବୀ ମିଶ୍ରଙ୍କ ଭଳି ଜଣେ ବରିଷ୍ଠ ବିଜେଡି ନେତାଙ୍କ ଏପରି ପରିହାସକୁ ଶୁଣିଲେ ଆପଣ ବି ଚକିତ ହେବେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
